Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାହାଡ଼ ଭତରେ ମହିଳାଙ୍କ ମୃତ ଦେହ ଉଦ୍ଧାର

Banajyotshna Ray
Browse all articles by Banajyotshna Ray
·1 year ago
ପାହାଡ଼ ଭତରେ ମହିଳାଙ୍କ ମୃତ ଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ:  ପାହାଡ଼ ଭତରେ ମହିଳା ଙ୍କ ମୃତ ଦେହ ଉଦ୍ଧାର । ସୂଚନା ମୁତାବକ ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧିନରେ ଥିବା କାନ୍ଦଗୁଡା ଜଙ୍ଗଲରେ ଏକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗାଁର ଲୋକେ ଜଙ୍ଗଲରେ ଗାଈ ଚରେଇବାକୁ ଯାଇଥିଲେ ଏବଂ ଦେଖିବାକୁ ପାଇଲେ କି ପାହାଡ଼ ଭିତିରେ ଏକ ମହିଳାଙ୍କ ମୃତ ଶବକୁ ଦେଖି ଏବଂ ସାଙ୍ଗେ ସାଙ୍ଗେ ପାଡୁଆ ଥାନାକୁ ଖବର ଦେଇଥିଲେ । ପାଡୁଆ ପୋଲିସ ଘଟଣା ରେ ପହଂଚି ତଦନ୍ତ କରିବାରୁ ଜଣା ପଡିଲା କି କନ୍ଦଗୁଡା ଗାଁର ମାଲି ଖିଲ ବୋଲି ଜଣାପଡିଛି । ଶବକୁ ଏକ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି। ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି ପୋଲିସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dead body of the woman was recovered from the hills | Argus News