Videos
|
Odisha

ବ୍ରିଜ୍ ଉପରୁ ସୁରକ୍ଷିତ ଉଦ୍ଧାର ହେଲା ହରିଣ

Manini Pattanayak
Browse all articles by Manini Pattanayak
·2 years ago
ବ୍ରିଜ୍ ଉପରୁ ସୁରକ୍ଷିତ ଉଦ୍ଧାର ହେଲା ହରିଣ

ପୁରୀ: ପୁରୀ ନୂଆନଇ ବ୍ରିଜ୍ ଉପରୁ ସୁରକ୍ଷିତ ଉଦ୍ଧାର ହେଲା ହରିଣ। ବାଲୁଖଣ୍ଡ ଅଭୟାରଣ୍ୟରୁ ହରିଣଟି ବାଟବଣା ହୋଇ ନୂଆନଇ ବ୍ରିଜ୍ ଉପରକୁ ପଳେଆସିଥିବା ବେଳେ ଉପସ୍ଥିତ ଲୋକମାନେ ହରିଣକୁ ଦେଖି ବେଶ୍ ଉପଭୋଗ କରୁଥିଲେ ଓ କେହିକେହି ହରିଣ ସହ ସେଲଫି ନେଉଥିଲେ।

ତେବେ ଉପସ୍ଥିତ ଲୋକମାନେ ପୁରୀ ଡିଏଫଓଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଅବଗତ କରିବା ପରେ ବନବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ହରିଣକୁ ସୁରକ୍ଷିତ ଉଦ୍ଧାର କରି ଛାଡିଥିଲେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The deer was rescued safely from Puri Nunai Bridge. | Argus News