Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଋତୁସ୍ରାବ ପାଇଁ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago
ଋତୁସ୍ରାବ ପାଇଁ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଋତୁସ୍ରାବ ପାଇଁ ଦିନେ ଛୁଟି । ଋତୁସ୍ରାବ ପାଇଁ ମହିଳା ନେଇ ପାରିବେ ଦିନେ ଛୁଟି । ଋତୁସ୍ରାବ ଦିନ କିମ୍ବା ଦ୍ବିତୀୟ ଦିନ ଛୁଟି ନେଇପାରିବେ । କଟକରେ ସ୍ବାଧୀନତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ : ଆଜି ହେଉଛି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ

କର୍ମଜୀବୀ ମହିଳାଙ୍କ ପାଇଁ ଦିନେ ଛୁଟି ଘୋଷଣା । ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Deputy Chief Minister announced a holiday for menstruation | Argus News