ନଭେମ୍ବର ୨୯ରୁ ଭୁବନେଶ୍ବରରେ ଆୟୋଜିତ ହେବ ଡିଜିପି କନଫରେନ୍ସ
·1 year ago

ଅର୍ଗସ ବ୍ୟୁରୋ : ନଭେମ୍ବର ୨୯ରୁ ଭୁବନେଶ୍ବରରେ ଆୟୋଜିତ ହେବ ଡିଜିପି କନଫରେନ୍ସ । ଏଥିରେ ଯୋଗଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସବୁ ରାଜ୍ୟର ପୋଲିସ ଡିଜି ବୈଠକରେ ଯୋଗ ଦେବେ ।
ଅଧିକ ପଢନ୍ତୁ : ନଭେମ୍ବର ୧୬ ତାରିଖରୁ ଦେଶବ୍ୟାପୀ CAG କାର୍ଯ୍ୟାଳୟରେ ଅଡିଟ ସପ୍ତାହ ପାଳନ
୨୦୨୬ ସୁଦ୍ଧା ଦେଶର ନକ୍ସଲମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଫୋକସ ରହିଛି । ଓଡିଶାରେ ହେଉଥିବା ଡିଜିପି ବୈଠକରେ ଏହା ଉପରେ ଗୁରୁତ୍ବ ଦିଆଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: