Videos
|
Odisha

ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଲା ରିପୋର୍ଟ

Manini Pattanayak
Browse all articles by Manini Pattanayak
·2 years ago
ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଲା ରିପୋର୍ଟ

ଭୁବନେଶ୍ୱର:  ହାଇଟେକ ବିସ୍ଫୋରଣ ଘଟଣା। ଆସିଲା  ମୃତ ଦିଲ୍ଲୀପଙ୍କ DNA ରିପୋର୍ଟ।  ଦିଲ୍ଲୀପ ସାମନ୍ତରାୟ ଙ୍କ ପରିବାର ସହ ମିଶିଲା ରିପୋର୍ଟ।   ଦିଲ୍ଲୀପ ସାମନ୍ତରାୟ ଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।  DNA ମ୍ୟାଚ ପରେ ପୋଲିସ ଦିଲ୍ଲୀପ ଙ୍କ ପରିବାର ଙ୍କୁ ମୃତଦେହ ହସ୍ତାନ୍ତର କରିବ ବୋଲି ଆଡିଶନାଲ ଡିସିପି ଙ୍କ ପ୍ରତିକ୍ରିୟା।

ଅନ୍ୟପଟେ ଦିଲ୍ଲୀପ ଙ୍କ ମା ଅହଲ୍ୟା ପୁଅର ମୃତ୍ୟୁ କୁ ନେଇ ହାଇଟେକ ହସ୍ପିଟାଲ ନାଁ ରେ କରିଥିବା ଅଭିଯୋଗ କୁ 5 ଦିନ ହୋଇଥିଲେ ମଧ୍ୟ ମଞ୍ଚେଶ୍ୱର ପୁଲିସ ମାମଲା ରୁଜୁ କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମାମଲା ଯେ ପର୍ଯ୍ୟନ୍ତ ରୁଜୁ ହୋଇନି ସେ ପର୍ଯ୍ୟନ୍ତ ମୃତ ଦେହ ନେବାକୁ ପରିବାର ଲୋକେ ମନା କରିଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
hitech tragedy The DNA report : the deceased was Dilip | Argus News