Videos
|
Odisha

ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

Banajyotshna Ray
Browse all articles by Banajyotshna Ray
·2 years ago
ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍,  ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଅର୍ଗସ ବ୍ୟୁରୋ:  ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଡ୍ରୋନ୍ ଯୋଗେ ଆକାଶ ମାର୍ଗରୁ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନର ଦୃଶ୍ୟ ଭାଇରାଲ୍। ସୋନୁ ମାଲି ନାମକ ଜଣେ ଯୁବକ ଭିଡିଓ କରିଛନ୍ତି ଭାଇରାଲ୍। ନୋ ଫ୍ଲାଇଁ ଜୋନ୍ରେ ସମ୍ପୃକ୍ତ ଯୁବକ କେମିତି ଡ୍ରୋନ୍ ଉଡାଇଲେ ସେନେଇ ଉଠିଛି ପ୍ରଶ୍ନ ।ବାରମ୍ୱାର ଏଭଳି ଘଟଣା ଘଟୁଥିବା କାରଣରୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠୁଛି ପ୍ରଶ୍ନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The drone flew over the temple again, raising questions about security ​ | Argus News