Videos
|
Odisha

ଡ୍ରୋନ୍ ଖୋଜୁଛି ମହାବଳ ବାଘ

Ritu Das
Browse all articles by Ritu Das
·2 years ago
ଡ୍ରୋନ୍ ଖୋଜୁଛି ମହାବଳ ବାଘ

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାରେ ମହାବଳ ବାଘ । ଷଣ୍ଢ ଶିକାର କରିବା ପରେ ସାମ୍ନାକୁ ଆସିଲା ବାଘର ପଦଧ୍ୱନି। ଟାଙ୍ଗୀ ବନ ବିଭାଗ ଅଧୀନ ସଲପଡିହ ଗାଁର ଶୁଳିଆ ଜଙ୍ଗଲରେ ବୁଲୁଛି ମହାବଳ ବାଘ। 

ଏଥିପ୍ରତି ସମସ୍ତେ ସତର୍କ ରହିବା ପାଇଁ ଜନ ସଚେତନତା ସୃଷ୍ଟି କରିଛି ଟାଙ୍ଗୀ ବନ ବିଭାଗ । ଡ୍ରୋନ୍ ଦ୍ୱାରା ଏବେ ବାଘକୁ ଖୋଜିବା ଆରମ୍ଭ କରିଛି ଟାଙ୍ଗୀ ବନ ବିଭାଗ। ଜଙ୍ଗଲରେ ବାଘ ବୁଲୁଥିବା ଖବର ବନ ବିଭାଗ ଠାରୁ ପାଇବା ପରେ ଶୁଳିଆ ଜଙ୍ଗଲର ଆଖପାଖ ଗାଁ ଲୋକେ ଭୟଭୀତ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: