Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରୋଗୀଙ୍କର ବିଭିନ୍ନ ନମୁନା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନ ସେବା

Odisha

ରୋଗୀଙ୍କର ବିଭିନ୍ନ ନମୁନା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନ ସେବା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରୋଗୀଙ୍କର ବିଭିନ୍ନ ନମୁନା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନ ସେବା

ଅର୍ଗସ ବ୍ୟୁରୋ:  ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ଡ୍ରୋନ୍‌ ।  ଦୁର୍ଗମ ଅଂଚଳକୁ ଔଷଧ ସହିତ ରୋଗୀଙ୍କର ବିଭିନ୍ନ ନମୁନା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରେ|ନ ଦ୍ୱରା ସହଯୋଗ ନେବା ଆରମ୍ଭ । ୟୁଏସଏଆଇଡି ଏବଂ ରେଡୱିଙ୍ଗ୍‌ ସଂସ୍ଥାର ସହଯୋଗରେ ଜିଲ୍ଲା ପ୍ରଶାସନ ପ୍ରଥମ କରି  ଜିଲ୍ଲାର ଦୁଇଟି ଦୁର୍ଗମ ବ୍ଲକ କଲ୍ୟାଣସିଂହପୁର ଏବଂ ଗୁଡ଼ାରି ମେଡିକାଲକୁ ଔଷଧ ପଠାବା ନିମନ୍ତେ ବ୍ୟବହାର କରାଯାଇଛି । ଏହା ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଞ୍ଚଳରେ ଡ୍ରେ|ନ ସାହାଯ୍ୟରେ ନମୁନା ଓ ରୋଗୀ ମାନଙ୍କ ନିମନ୍ତେ ଅତି ଅଵଶ୍ୟକୟ ଔଷଧ ପଠାଯିବ ବୋଲି ଜଣାପଡିଛି।

ଆସନ୍ତା କିଛି ଦିନ ପାଇଁ ଜିଲ୍ଲାର ଏହି ଦୁଇଟି ବ୍ଲକରେ ଡ୍ରେନ ସାହାଯ୍ୟରେ ଔଷଧ ଓ ନମୁନା ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯିବ। ଏହାକୁ ହ୍ୟାଣ୍ଡେଲ କରିବା ପାଇଁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ  ଅଭିଜ୍ଞ ବ୍ୟକ୍ତି ଏହି ଡ୍ରୋନକୁ ପରିଚାଳନା କରିବେ । ଡ୍ରୋନରେ ସମସ୍ତ ପ୍ରକାର ଔଷଧ ଗଚ୍ଛିତ କରି ରଖିବା ପରେ ଡ୍ରୋନକୁ ବ୍ଲକ ସଦର ମହକୁମାମାନଙ୍କୁ ପଠାଯିବ । ଏଥିରେ ସମୟର ଅପଚୟ ସହିତ ରୋଗୀ ମଧ୍ୟ ଅପ ଖର୍ଚ୍ଚlନ୍ତରୁ ବଞ୍ଚିତ ହେବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The drone reached the rural area | Argus News