Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବ ଶୀଘ୍ର ଓଡ଼ିଶାରେ ବସିବ ଇଲେକ୍ସନ କମିଟି

Manini Pattanayak
Browse all articles by Manini Pattanayak
·2 years ago
ଖୁବ ଶୀଘ୍ର ଓଡ଼ିଶାରେ ବସିବ ଇଲେକ୍ସନ କମିଟି

ଭୁବନେଶ୍ୱର: ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ତାଲିକାରେ ଓଡ଼ିଶାର କାହାର ନା ନଥିବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା। 6 ତାରିଖରେ ବସିବ ରାଜ୍ୟ ନିର୍ବାଚନ କମିଟି ବୈଠକ। ବୈଠକ ପରେ କେନ୍ଦ୍ରକୁ ନାମ ପଠାଯିବ, ଅନୁମୋଦନ ମିଳିଲା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ।  କୌଣସି ଦ୍ଵନ୍ଦ ନାହିଁ।

ପାର୍ଲ୍ୟାମେଣ୍ଟ ପାର୍ଟିରେ ଚର୍ଚା ଆଲୋଚନା ହୋଇଛି। ଖୁବ ଶୀଘ୍ର ଓଡ଼ିଶାରେ ବସିବ ଇଲେକ୍ସନ କମିଟି। ଇଲେକ୍ସନ କମିଟିର ଲୋକ ସଭା ଓ ବିଧାନସଭା ପାଇଁ ସମସ୍ତ ପର୍ଯ୍ୟବେକ୍ଷକ ଙ୍କ ରିପୋର୍ଟ ଆସନ୍ତା କାଲି ଆସିବ। 6 ତାରିଖରେ ବସିବ ରାଜ୍ୟ ନିର୍ବାଚନ କମିଟି ବୈଠକ। ବୈଠକ ପରେ କେନ୍ଦ୍ରକୁ ନା ପଠାଯିବ,ଅନୁମୋଦନ ମିଳିଲା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। 
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The election committee will meeting in Odisha soon | Argus News