|
logo
Live

Argus News - 15 ଫୁଟ ଗଭୀର ଗର୍ତ୍ତରେ ପଡ଼ିଗଲା ଦନ୍ତା 

Odisha

15 ଫୁଟ ଗଭୀର ଗର୍ତ୍ତରେ ପଡ଼ିଗଲା ଦନ୍ତା 

Manini Pattanayak
Browse all articles by Manini Pattanayak
·2 years ago
15 ଫୁଟ ଗଭୀର ଗର୍ତ୍ତରେ ପଡ଼ିଗଲା ଦନ୍ତା 

 ଅନୁଗୁଳ: 15 ଫୁଟ ଗଭୀର ଗର୍ତ୍ତରେ ପଡ଼ିଗଲା ଦନ୍ତା ହାତୀ । ହାତୀକୁ  ଉଦ୍ଧାର କଲା ବନ ବିଭାଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଇଡ଼ା ଜଙ୍ଗଲରେ ।

ଗତକାଲି ରାତିରେ ଏକ ଦନ୍ତା ହାତୀ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ଥିବା କୂଅରେ ପଡ଼ି ଯାଇଥିଲା ।  ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ବନ ବିଭାଗ ଜାଣିବାକୁ ପାଇଥିଲେ । ପରେ ଜେସିବି ସାହାଯ୍ୟରେ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁଣିଥରେ ଜଙ୍ଗଲରେ ଛାଡି ଦେଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି  ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
15 ଫୁଟ ଗଭୀର ଗର୍ତ୍ତରେ ପଡ଼ିଗଲା ଦନ୍ତା  | Argus News