|
logo
Live

Argus News - କିମ୍ଭିରୀ ନାଳରେ ଫସିଛନ୍ତି ହାତୀ

Odisha

କିମ୍ଭିରୀ ନାଳରେ ଫସିଛନ୍ତି ହାତୀ

Rashmita Mishra
Browse all articles by Rashmita Mishra
·1 year ago
କିମ୍ଭିରୀ ନାଳରେ ଫସିଛନ୍ତି ହାତୀ

ଅର୍ଗସ ବ୍ୟୁରୋ: ବଡ଼ମ୍ବା ବନାଞ୍ଚଳ ବେଲିଆପାଡ଼ କିମ୍ଭିରୀ ନାଳରେ ଫସିଛନ୍ତି ହାତୀ । ୨ ଦନ୍ତା ଓ ମାଇ ହାତୀ ନାଳରେ ଅଟକି ରହିଛନ୍ତି।ବନବିଭାଗ ଖବର ପାଇବା ପରେ । ବନ ବିଭାଗ, ଦମକଳ, ପୋଲିସ୍ କର୍ମଚାରୀ ଉପସ୍ଥିତ ରହି ଏହା ଉପରେ ନଜର ରଖିଛନ୍ତି। ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ଉଦ୍ୟମ ଯାରି ରହିଛି। କିପରି ଭାବରେ ହାତୀଟି ସୁରକ୍ଷିତ ଭାବରେ ଉଦ୍ଧାର କରାଯିବ ତାହାପ୍ରତି ଧ୍ୟନ ଦିଯାଉଛି । 

ଆଜି ପାଣି ପିଇବା ପାଇଁ ଡହଳ ବିକଳ ହୋଇ ଖୋଜି ଖୋଜି ଆସି ଫସିଥିଲେ ବଡ଼ମ୍ବା ବ୍ଲକ ବେଲିହାପାଳ ର ଏକ ନାଳ ରେ । ତିନୋଟି ହାତୀ ଆଜି ସକାଳୁ ଏକ ନାଳ ରେ ଫସିରହିଥିବା ବେଳେ । ଉଦ୍ଧାର କରିବା ନିମନ୍ତେ ବଡ଼ମ୍ବା ବନ ବିଭାଗ ପ୍ରୟାସ ଜାରି ରଖିଛି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କିମ୍ଭିରୀ ନାଳରେ ଫସିଛନ୍ତି ହାତୀ | Argus News