Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ଉପଦ୍ରବ, ଗ୍ରାମବାସୀ ଭୟଭୀତ

Banajyotshna Ray
Browse all articles by Banajyotshna Ray
·1 year ago
ହାତୀ ଉପଦ୍ରବ, ଗ୍ରାମବାସୀ ଭୟଭୀତ

ଅର୍ଗସ ବ୍ୟୁରୋ:  ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ। ଦ୍ୱିତୀୟ ଦିନରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀ ପଲ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରୁ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନାଞ୍ଚଳରେ  ପ୍ରବେଶ କରିଥିଲେ ୨୮ ଟିକିଆ ହାତୀ ପଲ । ହାତୀପଲଙ୍କ ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନବିଭାଗ ପାଇଁ ହାତୀ ଉପଦ୍ରବ ଚିନ୍ତାର କାରଣ ପାଲଟିଥିବାବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The elephant terror in mayurbhanj | Argus News