Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ବାଣ ଗୋଦାମରେ ବିସ୍ଫୋରଣ ଘଟଣା, ସିଲା କଲା ପୋଲିସ

Banajyotshna Ray
Browse all articles by Banajyotshna Ray
·1 year ago
ରାଜଧାନୀରେ ବାଣ ଗୋଦାମରେ ବିସ୍ଫୋରଣ ଘଟଣା, ସିଲା କଲା ପୋଲିସ

ଅର୍ଗସ ବ୍ୟୁରୋ:  ରାଜଧାନୀରେ ବାଣ ଗୋଦାମରେ ବିସ୍ଫୋରଣ ଘଟଣା । ଉକ୍ତ ଘରକୁ ସିଲା କଲା ପୋଲିସ । ମାମଲା ରୁଜୁ କରି ଫେରାର ଘର ମାଲିକକୁ ଖୋଜୁଛି ପୋଲିସ । ଘଟଣାସ୍ଥଳରେ ଚନ୍ଦକା RI ମଧ୍ୟ ପହଁଚି ଯାଞ୍ଚ କରୁଛନ୍ତି । ବାଣ ତିଆରି ପାଇଁ ଲାଇସେନ୍ସ ଥିଲା କି ନାହିଁ ଖୋଳତାଡ଼ କରୁଛି ପୋଲିସ । ତେବେ ଗତକାଲି ଇନ୍ଫୋସିଟି ଚୁନୁକୁଳି ବସ୍ତିରେ ବାଣ ଗୋଦାମରେ ଘଟିଥିଲା ଅଗ୍ନିକାଣ୍ଡ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The explosion in the cracker warehouse in the capital | Argus News