Videos
|
Odisha

ବିଲରେ ପାଣି ମଡ଼ଉଥିବା ବେଳେ ଆକ୍ରମଣ କଲା ବାରାହା

Manini Pattanayak
Browse all articles by Manini Pattanayak
·2 years ago
ବିଲରେ ପାଣି ମଡ଼ଉଥିବା ବେଳେ ଆକ୍ରମଣ କଲା ବାରାହା

କଟକ: ବିଲରେ ପାଣି ମଡ଼ଉଥିବା ବେଳେ ବାରାହା ଆକ୍ରମଣରେ ଚାଷୀ ମୃତ।  ବାଙ୍କୀ ବିଲିପଡ଼ା ଗ୍ରାମର ସୁବଳ ରାଉତ ବିଲ କୁ ପାଣି ମଡାଇବାକୁ ଯାଇଥିବା ବେଳେ ଏକୁଟିଆ ଦେଖି ବାରାହା ଆକ୍ରମଣ କରିଥିଲା।

ସୁବଳଙ୍କ ଗୋଡ଼. ହାତ ଏଂବ ପେଟକୁ କ୍ଷତ କରିଥିବା ବେଳେ ଗୁରୁତର ଅବସ୍ଥାରେ ଲୋକେ ବାଙ୍କୀ ମେଡିକାଲ ରେ ଭର୍ତି କରିଥିଲେ। କିନ୍ତୁ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ସରକ୍ଷଣ ଗୃହରେ ଶୀତତାପ ନିୟନ୍ତ୍ରିତ ମେସିନ ଖରାପ ହୋଇ ପଡିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା କିଛି ସମୟ ପାଇଁ ଚାପା ଉତେଜନା ଦେଖିବାକୁ ମିଳିଥିଲା। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The farmer died in the Baraha attack while the water was falling in the land | Argus News