Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଅର ଆକ୍ରମଣରେ ରକ୍ତାକ୍ତ ହେଲା ବାପା  

Manini Pattanayak
Browse all articles by Manini Pattanayak
·1 year ago
ପୁଅର ଆକ୍ରମଣରେ ରକ୍ତାକ୍ତ ହେଲା ବାପା  

ବୌଦ୍ଧ:  ପୁଅର ଆକ୍ରମଣରେ ରକ୍ତାକ୍ତ ହେଲା ବାପା । ପୁଅ ନାଁରେ ମାମଲା ନେଇ ଥାନାର ଦ୍ବାରସ୍ତ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବଉଳସିଂହା ଗାଁରେ ଘଟିଛି ଏଭଳି ଏକ ଅଘଟଣ । ଅହତ ବ୍ୟକ୍ତି ଜଣକ ହେଲେ ଗାଁର ୫୩ ବର୍ଷୀୟ ପଦ୍ମନାଭ କଲତା ।

ପଦ୍ମନାଭ ତାଙ୍କର ପ୍ରଥମ ପତ୍ନୀର ମୃତ୍ୟୁ ପରେ ଆଉ ଜଣକୁ ବିବାହ କରିଥିଲେ । ପଦ୍ମନାଭଙ୍କ ପ୍ରଥମ ପତ୍ନୀର ପୁଅ ମିଥୁନ ସହ ଦ୍ବିତୀୟ ପତ୍ନୀ ଏବଂ ତାର ପୁଅ ଜିତୁର ସବୁବେଳେ ଝଗଡା ହେଉଥିଲା । ଏହାକୁ କେନ୍ଦ୍ର କରି ବାପାଙ୍କୁ ଆକ୍ରମଣ କରିଛି ପୁଅ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The father was bloodied by his son's attack | Argus News