ଖୋଲିବ ସ୍ମିତାରାଣୀ ହତ୍ୟା ମାମଲାର ଫାଇଲ୍ !
·1 year ago

ଅର୍ଗସ ବ୍ୟୁରୋ: ଖୋଲିବ ସ୍ମିତାରାଣୀ ହତ୍ୟା ମାମଲାର ଫାଇଲ୍ ! ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲା। କେସ୍ ରିଓପନ୍ କରିବାକୁ ବିଜେପି ଓବିସି ମୋର୍ଚ୍ଚାର ଦାବି।
ଆଇନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ଓବିସି ମୋର୍ଚ୍ଚାର ନେତୃବୃନ୍ଦ। ସରକାର ଯଥାଯୋଗ୍ୟ ନିଷ୍ପତ୍ତି ନେବେ ବୋଲି ଆଇନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସୋସିଆଲ୍ ମିଡିଆରେ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: