Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁଇଟି ଟ୍ରକ୍ ଘାଟିରୁ 10 ମିଟର ତଳକୁ ଖସି ପଡିବା ପରେ ଲାଗିଲା  ନିଆଁ  

Odisha

ଦୁଇଟି ଟ୍ରକ୍ ଘାଟିରୁ 10 ମିଟର ତଳକୁ ଖସି ପଡିବା ପରେ ଲାଗିଲା  ନିଆଁ  

Manini Pattanayak
Browse all articles by Manini Pattanayak
·2 years ago
ଦୁଇଟି ଟ୍ରକ୍ ଘାଟିରୁ 10 ମିଟର ତଳକୁ ଖସି ପଡିବା ପରେ ଲାଗିଲା  ନିଆଁ  

ମୟୂରଭଞ୍ଜ: ଟ୍ରକ୍ ସହ ଜଳିଗଲେ ଡ୍ରାଇଭର୍ । ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇଟି ଟ୍ରକ୍ ଘାଟିରୁ 10 ମିଟର ତଳକୁ ଖସି ପଡିବା ପରେ ନିଆଁ ଲାଗିଯାଇଥିଲା ।

୪୯ ନମ୍ବର ଜାତୀୟ ରାଜପଥରେ ବିଶୋଇ ପଟୁ ବାଙ୍ଗିରିପୋଷି ଆଡକୁ ଆସୁଥିଲା। ଗୋଟେ ପରେ ଗୋଟିଏ ଗାଡ଼ି ଖସିବା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଛି । ବିଶୋଇ ଓ ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ହୋଇଛି  । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The fire broke out after the two trucks fell 10 meters down the gorge | Argus News