Videos
|
Odisha

ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ପର୍ବ ମାଟି ମୃତ୍ତିକା ଅନୁକୂଳ

Rashmita Mishra
Browse all articles by Rashmita Mishra
·1 year ago
ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ପର୍ବ ମାଟି ମୃତ୍ତିକା ଅନୁକୂଳ

ଅର୍ଗସ ବ୍ୟୁରୋ: ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା ଗାଁ ଠୁ ସହର ସବୁଆଡେ ପୂଜାର ଆସର । ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ପର୍ବ ମାଟି ଉଠା ତଥା ମୃତ୍ତିକା ଅନୁକୂଳ କାର୍ଯ୍ୟକ୍ରମ ଭୁବନେଶ୍ୱରର କୁଆ ଖାଇ ନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି।. ବିଭିନ୍ନ ପୂଜା କମିଟିର ସଦସ୍ୟମାନେ କୂଅଖାଇ ନଦୀ ପଠାରେ ପହଂଚି ପାରମ୍ପରିକ ବାଦ୍ୟ ସହ ମନ୍ତ୍ର ଧ୍ଵନୀରେ ଏହି କାର୍ଯ୍ୟ କରିଛନ୍ତି. ନୟାପଲ୍ଲୀ, ଚନ୍ଦ୍ରଶେଖର ପୁର, ଡ଼ୁମଡୁମା, ରୁଚିକା ମାର୍କେଟ ଆଦି ପୂଜା କମିଟିର ସଦସ୍ୟମାନେ ଜନ୍ମାଷ୍ଟମୀ ତିଥିରେ ଏହି ମୂର୍ତ୍ତିକା ଉତୋଳନ କରିଛନ୍ତି । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The first festival of Sharadiya Durga Puja is favorable to the soil | Argus News