Videos
|
Odisha

ମା' ଭଟ୍ଟାରିକା ମନ୍ଦିର ବେଢ଼ାକୁ ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ

Ritu Das
Browse all articles by Ritu Das
·2 years ago
ମା' ଭଟ୍ଟାରିକା ମନ୍ଦିର ବେଢ଼ାକୁ ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ

ଅର୍ଗସ ବ୍ୟୁରୋ: ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ଗୋଟ ଖୋଲାଯିବା ହେତୁ ମନ୍ଦିର ବେଢାକୁ ଛୁଇଁଛି ବନ୍ୟାଜଳ । ମନ୍ଦିରରେ ମଧ୍ୟରେ ବନ୍ୟାଜଳ ପ୍ରବେଶ କରେ ତେବେ ମା'ଙ୍କ ମନ୍ଦିର ପାଖରେ ଥିବା ମା'ଙ୍କ ଅସ୍ଥାୟୀ ଗୃହକୁ ମା'ଙ୍କୁ ସ୍ଥାନାନ୍ତର କରାଯିବ। 

ସେଥିପାଇଁ ମା'ଙ୍କ ପୂଜକ ସମିତି ଓ ବଡମ୍ବା ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେପଟେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଆସେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ସଜାଗ ରହିଥିବା ଦେବୋତ୍ତର ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The first floodwaters | Argus News