Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆରମ୍ଭ 

Manini Pattanayak
Browse all articles by Manini Pattanayak
·2 years ago
ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆରମ୍ଭ 

ପୁରୀ:  ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆରମ୍ଭ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବତନ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ । କେଉଁଦିନ ଖୋଲିବ ରତ୍ନଭଣ୍ଡାର, ଅଳଙ୍କାର ଗଣତିମଣତି ସହ ମରାମତି ପାଇଁ ନିଷ୍ପତ୍ତି ନିଆଯିବ।

ନୂଆ କମିଟି ଅଧ୍ୟକ୍ଷ ଭାବେ ହାଇକୋର୍ଟର ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥ ନିଯୁକ୍ତି ହୋଇଥିବାବେଳେ ବିଭିନ୍ନ ବର୍ଗରୁ 15 ଜଣ ଏଥିରେ ସଦସ୍ୟ ଅଛନ୍ତି । ଦୀର୍ଘ 39 ବର୍ଷ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିନଥିବାବେଳେ ଦୀର୍ଘ 45 ବର୍ଷ ହେବ ରତ୍ନ ଅଳଙ୍କାର ଗଣତି ମଧ୍ୟ ହୋଇନାହିଁ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The first meeting of the ratnabhandar Inspection Committee begins | Argus News