Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ

Ritu Das
Browse all articles by Ritu Das
·2 years ago
ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ। ଗତକାଲି ସନ୍ଧ୍ୟାରେ ସରିଲା ନେତାଙ୍କ ଧୂଆଁଧାର ପ୍ରଚାର। ସୋମବାର ଭୋଟ୍ ଦେବେ 62 ଲକ୍ଷ 87 ହଜାର ଭୋଟର। ୭୩୦୩ ମତଦାନ କେନ୍ଦ୍ରରେ ସକାଳ 7ରୁ ଆରମ୍ଭ ହେବ ମତଦାନ। 

ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ 4 ଲୋକସଭା ଓ 28 ବିଧାନସଭା ଆସନ ପାଇଁ ପ୍ରତିନିଧି ବାଛିବେ ମତଦାତା। 20-25 ଓ ଜୁନ୍ 1ରେ ଆଉ 3 ପର୍ଯ୍ୟାୟ ଭୋଟର ଦିନ ଧାର୍ଯ୍ୟ ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The first phase | Argus News