Videos
|
Odisha

 ବାଜି ମାରିଲା ଓଡ଼ିଶାର ପ୍ରଜ୍ଞାପନ ମେଢ  

Manini Pattanayak
Browse all articles by Manini Pattanayak
·2 years ago
 ବାଜି ମାରିଲା ଓଡ଼ିଶାର ପ୍ରଜ୍ଞାପନ ମେଢ  

 ଭୁବନେଶ୍ୱର/ନୂଆଦିଲ୍ଲୀ :  ପ୍ରଥମ ସ୍ଥାନ ପାଇଲା  ଓଡ଼ିଶା  ପ୍ରଜ୍ଞାପନ ମେଢ ।  ଏନେଇ ସୂଚନା ଦେଇଛି  ରାଜ୍ୟ ସୂଚନା ଓ ଲୋକସମ୍ପର୍କ  ବିଭାଗ।  ଏଥର ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳାକାରିଗରୀ।  

ଏଥିରେ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ  କୁଟୀର ଶିଳ୍ପ  ଦର୍ଶାଯାଇଥିଲା।  ତେବେ ବିଚାରକ ମଣ୍ଡଳୀ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି।  ତିନି ବର୍ଷ ପରେ ଓଡିଶା କୁ ମିଳିଥିଲା ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବାର ସୁଯୋଗ। ନାରୀ ସଶକ୍ତିକରଣକୁ ନେଇ ପ୍ରସ୍ତୁତ ହୋଇଥିଲା ପ୍ରଜ୍ଞାପନ ମେଢ । ଅନ୍ୟ ଦୁଇ ରାଜ୍ୟ ଗୁଜରାଟ ଦ୍ବିତୀୟ ଓ ତାମିଲନାଡୁ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The first place was won by Odisha Pragyapana medha | Argus News