Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୌଦ୍ଧକୁ ଗଡ଼ିଲା ପ୍ରଥମ ଟ୍ରାଏଲ ରନ ଟ୍ରେନ

Odisha

ବୌଦ୍ଧକୁ ଗଡ଼ିଲା ପ୍ରଥମ ଟ୍ରାଏଲ ରନ ଟ୍ରେନ

Ritu Das
Browse all articles by Ritu Das
·2 years ago
ବୌଦ୍ଧକୁ ଗଡ଼ିଲା ପ୍ରଥମ ଟ୍ରାଏଲ ରନ ଟ୍ରେନ

ଅର୍ଗସ ବ୍ୟୁରୋ: ସୋନପୁର ଠୁ ବୌଦ୍ଧକୁ ଗଡ଼ିଲା ପ୍ରଥମ ଟ୍ରାଏଲ ରନ ଟ୍ରେନ। ତେଲ ନଦୀ ଉପରେ ଗୋଟିଏ ଟ୍ରେନ ଇଞ୍ଜିନକୁ ଆଜି ଟ୍ରାଏଲ ରନ ଭାବରେ ଗଡା ଯାଇଛି। ଆସନ୍ତା 26 ତାରିଖ ପୂର୍ବରୁ ତେଲ ନଦୀ ଉପର ରେଳ ବ୍ରିଜର କାମ ସରିବ ଓ ଉପରେ ଟ୍ରେନ ଗଡିବ ବୋଲି ପୂର୍ବତଟ ରେଳ ପ୍ରତିଶ୍ରୁତି ଦେଇ ଥିଲା। ଯେଉଁ ପ୍ରତିଶ୍ରୁତିକୁ

ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରଣ କରାଯାଇଛି। ଏହି ରେଳ ପୋଲ 800 ମିଟର ଲମ୍ବା ଥିବା ବେଳେ ବହୁତ ଚ୍ୟାଲେଞ୍ଜ ସହ ଏହି ବ୍ରିଜର କାମ ଶେଷ ହୋଇଛି। କାରଣ ତେଲ ନଦୀର ସ୍ରୋତ ବର୍ଷା ଦିନରେ ପଛକୁ ଧକ୍କା ଦେଇଥାଏ ଯାହା ଫଳରେ ନଦୀରେ ପୋଲ ତିଆରି କରିବାରେ ଅନେକ ଚ୍ୟାଲେଞ୍ଜ ସମ୍ନାକୁ ଆସିଥିଲା ବୋଲି ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The first trial | Argus News