Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା' ରାମଚଣ୍ଡୀଙ୍କ ମନ୍ଦିରରେ ପଶିଲା ଇବ ନଦୀର ବନ୍ୟାଜଳ

Ritu Das
Browse all articles by Ritu Das
·1 year ago
ମା' ରାମଚଣ୍ଡୀଙ୍କ ମନ୍ଦିରରେ ପଶିଲା ଇବ ନଦୀର ବନ୍ୟାଜଳ

ଅର୍ଗସ ବ୍ୟୁରୋ: ଝାରସୁଗୁଡା ଜିଲ୍ଲା ଉପରମୁଣ୍ଡରେ ଦେଖିବାକୁ ମିଳିଛି ବର୍ଷାର ପ୍ରଭାବ ଫଳରେ ଧୀରେ ଧୀରେ ବଢ଼ୁଛି ଝାରସୁଗୁଡ଼ା ଇବ ନଦୀର ବନ୍ୟାପାଣି ଜଳସ୍ତର। ବ୍ରଜରାଜନଗର ଅଧିଷ୍ଠାତ୍ରୀ ଦେବୀ ମା' ରାମଚଣ୍ଡୀ ଙ୍କର ମନ୍ଦିରରେ ପଶିଲା ଇବ ନଦୀର ବନ୍ୟାଜଳ। 

ମୁଖ୍ୟ ଦ୍ୱାର ଓ ମନ୍ଦିର ଭିତରେ ପଶିବାରେ  ଲାଗିଛି ବନ୍ୟାଜଳ । ନୀତିକାନ୍ତି ବିଭ୍ରାନ୍ତି ଘଟି ନଥିବା ମୁଖ୍ୟ ପୂଜାରୀଙ୍କର ସୂଚନା ମିଳିଛି। ମା' ରାମଚଣ୍ଡୀଙ୍କୁ  ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The floodwaters | Argus News