Videos
|
Odisha

ଦିନ ମଜୁରିଆ ଲୋକଙ୍କୁ ଶିକାରୀ ବନାଇ ଜୋର ଜବରଦସ୍ତ ଗିରଫ କରୁଛି ବନ ବିଭାଗ

Banajyotshna Ray
Browse all articles by Banajyotshna Ray
·2 years ago
ଦିନ ମଜୁରିଆ ଲୋକଙ୍କୁ ଶିକାରୀ ବନାଇ ଜୋର ଜବରଦସ୍ତ ଗିରଫ କରୁଛି ବନ ବିଭାଗ

ଅର୍ଗସ ବ୍ୟୁରୋ: କୁଳଡିହା ବନ ବିଭାଗର ମିଛ ଗିରଫ। ସଙ୍ଗିନ ଅଭିଯୋଗ ଆଣିଲେ ପରିବାର ଲୋକେ ଓ ସମିତି ସଭ୍ୟ। ନିରୀହ ଦିନ ମଜୁରିଆ ଲୋକଙ୍କୁ ଶିକାରୀ ବନାଇ ଜୋର ଜବରଦସ୍ତ ଗିରଫ କରୁଛି ବନ ବିଭାଗ। ଗତକାଲି ବିଳମ୍ବିତ ରାତିରେ କୁଳଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫର୍ସ, ନୀଳଗିରି ପୋଲିସ ମିଳିତ ଭାବେ କମ୍ବିଂ ଅପରେସନ କରି ୬ ଜଣଙ୍କୁ ଗିରଫ କରିଛି। ତେବେ ଦୁଇ ଜଣ ଶୁକୁରା ସିଂ ଓ ଗୁରୁବା ସିଂ ଙ୍କୁ ନିର୍ଦ୍ଦୋଷରେ ଗିରଫ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the forest department is forcibly arrested the people as hunters | Argus News