Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନିଜ ବାପା ନାଁରେ ଥାନାରେ ଅଭିଯୋଗ କଲା ଝିଅ, ବଞ୍ଚିଥିବା ଝିଅକୁ ଶୁଦ୍ଧି ହେଲା ବାପା

Odisha

ନିଜ ବାପା ନାଁରେ ଥାନାରେ ଅଭିଯୋଗ କଲା ଝିଅ, ବଞ୍ଚିଥିବା ଝିଅକୁ ଶୁଦ୍ଧି ହେଲା ବାପା

Banajyotshna Ray
Browse all articles by Banajyotshna Ray
·2 years ago
ନିଜ ବାପା ନାଁରେ ଥାନାରେ ଅଭିଯୋଗ କଲା ଝିଅ, ବଞ୍ଚିଥିବା ଝିଅକୁ ଶୁଦ୍ଧି ହେଲା ବାପା

ଅର୍ଗସ ବ୍ୟୁରୋ:  ବଞ୍ଚିଥିବା ଝିଅକୁ ଶୁଦ୍ଧି ହେଲା ବାପା । ଏମିତି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ଚାନ୍ଦବାଲି ଥାନା ନିକଟସ୍ଥ ଚାନ୍ଦବାଲି ମୁଖଶାଳ ନିକଟରେ । ଅଭିଯୋଗରୁ ପ୍ରକାଶ ଯେ, ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ନାଲଗୁଣ୍ଡା ପଂଚାୟତ ଇଟୁଆ ଗାଁର କାଳି ଚରଣ ପଣ୍ଡାଙ୍କ ଝିଅ ଶଶ୍ମିତା ପଣ୍ଡା ଘଂଟେଶ୍ଵର ଅଂଚଳରେ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ହେଲେ ଝିଅ ନିଜ ପିତାଙ୍କ ନାମରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିବାରୁ ଉଭୟ ଝିଅ ଓ ବାପାଙ୍କୁ ଥାନାକୁ ଡ଼କା ଯାଇଥିଲା। ହେଲେ ଝିଅ ପ୍ରେମ କରୁଥିବା ଯୁବକ ସହ ରହିବାକୁ ଜିଦ ଧରିବାରୁ ବାପା ଥାନା ପରିସରରେ ଥିବା ଚାନ୍ଦବାଲି ମୁଖଶାଳା ନିକଟରେ ଅଗ୍ନି ଜାଳି ନିଜ ବଂଚିଥିବା ଝିଅକୁ ଶୁଦ୍ଧି ହୋଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The girl complained to the police station on behalf of her father | Argus News