Videos
|
Odisha

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି: ହିମନ୍ତ ବିଶ୍ୱଶର୍ମା

Banajyotshna Ray
Browse all articles by Banajyotshna Ray
·2 years ago
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି: ହିମନ୍ତ ବିଶ୍ୱଶର୍ମା

ଅର୍ଗସ ବ୍ୟୁରୋ:  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବଡ ବୟାନ୍। ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି କହିଲେ ହିମନ୍ତ ବିଶ୍ୱଶର୍ମା। ରତ୍ନଭଣ୍ଡାର ମଧ୍ୟ ଖୁବଶୀଘ୍ର ଖୋଲାଯିବ ଏବଂ ରତ୍ନଭଣ୍ଡାର ବିଷୟରେ ଜାଣିବା ଓଡିଶାବାସୀଙ୍କ ଅଧିକାର ଅଛି ବୋଲି କହିଲେ ହିମନ୍ତ। ରତ୍ନଭଣ୍ଡାର ବିଷୟରେ ସର୍ବସାଧାରଣଙ୍କୁ ଅବଗତ କରାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ କଲେ ଅନୁରୋଧ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The government has decided to open the four doors of the temple: Hemant Vishwa Sharma | Argus News