Videos
|
Odisha

ରଣେନ୍ଦ୍ରଙ୍କୁ ପ୍ରୋ-ଟେମ ସ୍ପିକର ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ

Banajyotshna Ray
Browse all articles by Banajyotshna Ray
·2 years ago
ରଣେନ୍ଦ୍ରଙ୍କୁ ପ୍ରୋ-ଟେମ ସ୍ପିକର ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ

ଅର୍ଗସ ବ୍ୟୁରୋ:  ରଣେନ୍ଦ୍ର ପ୍ରତାପ ପ୍ରୋ-ଟେମ ସ୍ପିକର। ରଣେନ୍ଦ୍ରଙ୍କୁ ପ୍ରୋ-ଟେମ ସ୍ପିକର ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ। ଆସନ୍ତା ୧୮, ୧୯ରେ ବିଧାନସଭାରେ ଶପଥ ନେବେ ନବ ନିର୍ବାଚିତ ବିଧାୟକ। ଆସନ୍ତା ୨୦ରେ ନୂଆ ବାଚସ୍ପତି ପାଇଁ ହେବ ନିର୍ବାଚନ। ବିଧାୟକଙ୍କୁ ଶପଥ ପାଠ ଓ ବାଚସ୍ପତି ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ହେଲେ ପ୍ରୋ-ଟେମ ସ୍ପିକର।

ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅସ୍ଥାୟୀ ବାଚସ୍ପତ୍ତି ଭାବେ ନିଯୁକ୍ତ ହୋଇଛନ୍ତି। ଅସ୍ଥାୟୀ ବାଚସ୍ପତି ଭାବେ ଆଜି ଶପଥ ନେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ପରମ୍ପରା ଅନୁଯାୟୀ ଜଣେ ବରିଷ୍ଠ ଓ ଅଭିଜ୍ଞ ବିଧାୟକଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଏ। ନୂଆ ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ସେ ଗୃହ ପରିଚାଳନା କରନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The governor administered oath to ranendra pratap swain as the pro-tem speaker | Argus News