Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ଗଭର୍ଣ୍ଣରଙ୍କ କ୍ଷୋଭ 

Odisha

 ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ଗଭର୍ଣ୍ଣରଙ୍କ କ୍ଷୋଭ 

Manini Pattanayak
Browse all articles by Manini Pattanayak
·2 years ago
 ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ଗଭର୍ଣ୍ଣରଙ୍କ କ୍ଷୋଭ 

ସୁବର୍ଣ୍ଣପୁର: ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ପିପୁଲ୍ସ ଗଭର୍ଣ୍ଣରଙ୍କ କ୍ଷୋଭ। ଗରିବ ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ମୋଦି ଗ୍ୟାରେଣ୍ଟି ପୂରା ଦେଶରେ କାମ କରୁଥିବା ବେଳେ ଓଡ଼ିଶାରେ ଏଥିରେ ବାଧକ ସାଜିଛନ୍ତି ରାଜ୍ୟ ସରକାର। ଅନେକ ହିତାଧିକାରୀ ଆବାସ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।

ରାଜ୍ୟପାଳ ରଘୁବର ଦାସ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ବେଳେ ଅନେକ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଯୋଗ୍ୟ ହୋଇ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସୁବିଧା ପାଇନଥିବା ରାଜ୍ୟପାଳଙ୍କୁ ଜଣାଇଥିଲେ। ତେବେ ମୋଦି ଗ୍ୟାରେଣ୍ଟିରେ ଖୁବ ଶୀଘ୍ର ସେମାନେ ନିଜ ହକ୍ ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟପାଳ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
The governor's anger over theAwas crisis in the state | Argus News