Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ

Odisha

ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ

Swayangprajna Mishra
Browse all articles by Swayangprajna Mishra
·1 year ago
ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ

ଅର୍ଗସ ବ୍ୟୁରୋ : ବାଣ ଫୁଟାଇବା ନେଇ ଆସିଲା ଗାଇଡଲାଇନ । ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ । ସନ୍ଧ୍ୟା 7ଟା ରୁ 9 ଟା ଭିତରେ ବାଣ ଫୁଟାଇବାକୁ ଅନୁମତି । ୧୨୫ ଡେସିବେଲରୁ ଅଧିକ ମାତ୍ରାର ଶବ୍ଦ ସୃଷ୍ଟି କରୁଥିବା ବାଣ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧର୍ମାନୁଷ୍ଠାନ ନିକଟରେ ବାଣ ଫୁଟାଇବା ପାଇଁ ବାରଣ କରାଯାଇଛି ।

ଅଧିକ ପଢନ୍ତୁ : କେରଳରେ ଭୟଙ୍କର ବାଣ ବିସ୍ପୋରଣ , ୧୫୦ ଆହତ

କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଥିବା ବେଳେ ୧୦ ବର୍ଷରୁ କମ୍ ପିଲାମାନଙ୍କୁ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଣ ଦିଅନ୍ତୁ ନାହିଁ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି । ବାଣ ଫୁଟାଇବା ସମୟରେ ସୂତା କପଡା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The guidelines released for diwali | Argus News