Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·2 years ago
ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ:  ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ । ସମ୍ବଲପୁର ଶାସନ ଥାନା ହୀରାକୁଦ ଡାଇକ ନିକଟରେ ଅର୍ଦ୍ଧଦଗ୍ଧ ମୃତଦେହ ଠାବ କରିଛି ସମ୍ବଲପୁର ପୋଲିସ । କେହି ତାଙ୍କୁ ହତ୍ୟାପରେ ପୋଡି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟାକରିଥିବା  ପୋଲିସ ସନ୍ଦେହ କରୁଛି । କିଏ ଓ କାହିଁକି ମହିଳାଙ୍କ ମୃତଦେହ ପୋଡିବାକୁ ଚେଷ୍ଟାକରିଛି ତାହା ଅସ୍ପଷ୍ଟ  ରହିଛି । ମହିଳାଙ୍କ ବୟସ ୩୦ ରୁ ୩୫ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି । ପୋଲିସର ତଦନ୍ତ ପରେ ହିଁ ପୂରା ଘଟଣା ଉପରୁ ପରଦା ହଟିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The half-burnt body of the women rescued | Argus News