Videos
|
Odisha

ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବୌଦ୍ଧରେ ହଟିଲା ହୋର୍ଡିଂ 

Manini Pattanayak
Browse all articles by Manini Pattanayak
·2 years ago
ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବୌଦ୍ଧରେ ହଟିଲା ହୋର୍ଡିଂ 

ବୌଦ୍ଧ: ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବୌଦ୍ଧରେ ହଟିଲା ହୋର୍ଡିଂ । ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋଡ଼ିଂ, ଲିଫଲେଟ୍ସ, ପୋଷ୍ଟର, ବ୍ୟାନର, ସରକାରୀ ଯୋଜନାର ବାର୍ତ୍ତା ହଟାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ବୌଦ୍ଧ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ପରିସରରୁ ଯୁଦ୍ଧକାଳୀନ ଭିତ୍ତିରେ ଏଗୁଡ଼ିକୁ ହଟାଇ ଦିଆଯାଇଛି । ଗତକାଲି ସନ୍ଧ୍ୟା ଓ ଆଜି ଭିତରେ ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର, ବ୍ୟାନର ହଟାଇ ଦିଆଯାଇଛି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The hoardings were removed in Boudh after the implementation of the election code of conduct in the state | Argus News