Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଡ଼ିରେ ପତ୍ନୀକୁ ପିଟି ପିଟି ହତ୍ୟା କଲା ନୃସଂଶ ସ୍ୱାମୀ

Banajyotshna Ray
Browse all articles by Banajyotshna Ray
·2 years ago
ବାଡ଼ିରେ ପତ୍ନୀକୁ ପିଟି ପିଟି ହତ୍ୟା କଲା ନୃସଂଶ ସ୍ୱାମୀ

ଅର୍ଗସ ବ୍ୟୁରୋ:  ପତ୍ନୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁର ପଞ୍ଚାୟତ ଅସୁରିଆ ଗାଁରେ ଚାଞ୍ଚଲ୍ୟ । ବାଡ଼ିରେ ପତ୍ନୀକୁ ପିଟି ପିଟି ହତ୍ୟା କଲା ନୃସଂଶ ସ୍ୱାମୀ। ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ଖଇରା ଥାନା ପୋଲିସ । ଗତ ରାତିରେ ଅସୁରିଆ ଗାଁର ରମାକାନ୍ତ ପରିଡ଼ା ନିଶାଶକ୍ତ ଅବସ୍ଥାରେ ତାଙ୍କ ପତ୍ନୀ କାଞ୍ଚନ ପରିଡାଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ। ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଜାଣି ପାରି ଖଇରା ପୋଲିସକୁ ଖବର ଦେଇଥିଲେ ।

ପୂର୍ବରୁ ରମାକାନ୍ତ ନିଜ ଘରେ ଚୋରାରେ ମଦ ବିକ୍ରି କରୁଥିବା ବେଳେ ୭ବର୍ଷ ପୂର୍ବରୁ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଜେଲ ମଧ୍ୟ ଯାଇଥିଲେ । ଏହାସହ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏଘଟଣା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The husband beat his wife to death | Argus News