Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

Odisha

ସରିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

Ritu Das
Browse all articles by Ritu Das
·2 years ago
ସରିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ: ନବୀନ ନିବାସରେ ସରିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ବିଜେଡିର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ୨୦ରୁ ଅଧିକ ନେତା ଉପସ୍ଥିତ ଥିଲେ। ତେବେ କଣ ମନ୍ତ୍ର ଫୁଙ୍କିଲେ ତାହା ଆଉ କିଛି ସମୟ ପରେ ଜଣାପଡ଼ିବ। ତେବେ ବଡ଼ ଘୋଷଣା ହୋଇପାରେ ବୋଲି ସନ୍ଦେହ କରାଯାଉଛି। 

ଆଜିର ବୈଠକ ପାଇଁ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅତନୁ ସବ୍ୟସାଚ୍ଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ,  ପ୍ରତାପ ଜେନା, ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ଦେବାଶିଷ ସାମନ୍ତରାୟ, କଳିକେଶ ସିଂହ ଦେଓ ପ୍ରମୁଖଙ୍କୁ ନବୀନ ନିବାସ ଡକା ଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The important | Argus News