Videos
|
Odisha

ଆୟକର ବିଭାଗ ପକ୍ଷରୁ ଷଷ୍ଠ ଦିନରେ ବି ଜାରି ରହିଛି ଚଢାଉ

Manini Pattanayak
Browse all articles by Manini Pattanayak
·2 years ago
ଆୟକର ବିଭାଗ ପକ୍ଷରୁ ଷଷ୍ଠ ଦିନରେ ବି ଜାରି ରହିଛି ଚଢାଉ

ବଲାଙ୍ଗିର:  ଆୟକର ବିଭାଗ ପକ୍ଷରୁ ଷଷ୍ଠ ଦିନରେ ବି ଜାରି ରହିଛି ଚଢାଉ । ଗତକାଲି ଟଙ୍କା ଗଣତି ସରିବା ପରେ ଆଜି ସବୁ ଆୟକର ଅଧିକାରୀ ସୂଦପଡ଼ା ଦେଶୀ ମଦଭାଟିରେ ଚଢାଉ କରୁଛନ୍ତି। ଗତ ୩ ଦିନ ହେଲା ଦେଶୀ ମଦଭାଟିରେ ନନଷ୍ଟପ ଚଢାଉ ଚାଲିଛି । ଚର୍ଚ୍ଚା ହେଉଛି ମଦଭାଟି ଭିତରେ ରହିଛି ବିପୁଳ ପରିମାଣର ସୁନା ।

ଆଜି ମଦଭାଟି ଭିତରେ ସବୁ ଆୟକର ଅଧିକାରୀ ଅଛନ୍ତି । ମଦଭାଟି ପରିସରରେ ଆୟକର ଅଧିକାରୀଙ୍କ ହଲଚଲ ଏହି ସୁରାକ ଯୋଗାଉଛି । ବସ୍ତା ବସ୍ତା ଟଙ୍କା ପରେ ଏବେ ସୁନାର ପାଳି ବୋଲି ବେଶ୍ ଚର୍ଚ୍ଚା ହେଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Income Tax Department are raid in the alcohol shop | Argus News