୪ ବର୍ଷ ପରେ ଲୋକସେବା ଭବନ ଗଲେ ସାମ୍ୱାଦିକ
·1 year ago

ଅର୍ଗସ ବ୍ୟୁରୋ: ସାମ୍ୱାଦିକ ଗଲେ ଲୋକସେବା ଭବନ। ଏକ ବସ୍ ଯୋଗେ ସାମ୍ୱାଦିକଙ୍କୁ ସସମ୍ମାନେ ନିଆଗଲା ଲୋକସେବା ଭବନକୁ। ୪ ବର୍ଷ ପରେ ଲୋକସେବା ଭବନ ଗଲେ ସାମ୍ୱାଦିକ। ୨୦୨୦ ମାର୍ଚ୍ଚରୁ ଲୋକସେବା ଭବନକୁ ସାମ୍ୱାଦିକଙ୍କୁ ମନା ଥିଲା। କିନ୍ତୁ ଆକ୍ସନ ମୋଡରେ ଓଡିଶାର ବିଜେପି ସରକାର। ନୂଆ ବିଜେପି ସରକାରଙ୍କ ଉଦ୍ୟମକୁ ସାମ୍ୱାଦିକ ମହଲରେ ପ୍ରଶଂସା। କୋଭିଡ୍-୧୯ ଆଳରେ ପୂର୍ବ ସରକାର ଏହି କଟକଣା ଲଗାଇଥିଲେ । କିନ୍ତୁ ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ହିଁ ସାମ୍ବାଦିକଙ୍କୁ ମିଳିଛି ଲୋକସେବା ଭବନ ପାଇଁ ପ୍ରବେଶ ଅନୁମତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: