Videos
|
Odisha

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜୁନିୟର କ୍ଲର୍କ

Ritu Das
Browse all articles by Ritu Das
·1 year ago
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜୁନିୟର କ୍ଲର୍କ

ଅର୍ଗସ ବ୍ୟୁରୋ: ଜୁନିୟର କ୍ଲର୍କଙ୍କ ଘରୁ ମିଳିଲା 15 ଲକ୍ଷ ଟଙ୍କା। ଆଜି ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଖଣ୍ଡଗିରି ସବ ରେଜିଷ୍ଟର ଅଫିସର ଜୁନିୟର କ୍ଲର୍କ ଦେବଯାନୀ କରଙ୍କ ଘରେ ତଲାସୀରୁ ମିଳିଛି ଏହି ବିପୁଳ ପରିମାଣର ଟଙ୍କା। ଆଜି 20 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଦେବଯାନୀ । 

ତା ପରେ ଭୁବନେଶ୍ୱର ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଦେବଯାନୀଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ପଚରା ଉଚରା କରୁଛି ଭିଜିଲାନ୍ସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The junior | Argus News