Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିଜ ଜମିରେ ସ୍କୁଲ ନିର୍ମାଣ ହୋଇଥିବାରୁ ସ୍କୁଲରେ ତାଲା ପକାଇଲେ ଜମି ମାଲିକ 

Odisha

ନିଜ ଜମିରେ ସ୍କୁଲ ନିର୍ମାଣ ହୋଇଥିବାରୁ ସ୍କୁଲରେ ତାଲା ପକାଇଲେ ଜମି ମାଲିକ 

Manini Pattanayak
Browse all articles by Manini Pattanayak
·1 year ago
ନିଜ ଜମିରେ ସ୍କୁଲ ନିର୍ମାଣ ହୋଇଥିବାରୁ ସ୍କୁଲରେ ତାଲା ପକାଇଲେ ଜମି ମାଲିକ 

 ଅନୁଗୁଳ:  ଜମି ପାଇଁ ସ୍କୁଲରେ ତାଲା । ନିଜ ଜମିରେ ସ୍କୁଲ ନିର୍ମାଣ ହୋଇଥିବାରୁ ସ୍କୁଲରେ ତାଲା ପକାଇଲେ ଜମି ମାଲିକ । ଧାରଣାରେ ଛାତ୍ରଛାତ୍ରୀ । ଅନୁଗୋଳ ଜିଲ୍ଲା କିଶୋରନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ବସିଲେ ଛାତ୍ରଛାତ୍ରୀ I

ବିଦ୍ୟାଳୟଟି ଜଣେ ବ୍ୟକ୍ତିଙ୍କ ଜମିରେ ନିର୍ମାଣ ହୋଇଥିବାରୁ ସେହି ଜମି ମାଲିକ ବିଦ୍ୟାଳୟ ଗେଟରେ ତାଲା ପକେଇ ଦେଇଛନ୍ତି । ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ରାସ୍ତାରୋକ କରି ପ୍ରତିବାଦ କରୁଛନ୍ତି I ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି  ନଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The landlord locked the school because the school was built on his land | Argus News