Videos
|
Odisha

ମାର୍ଚ୍ଚ ୭ରେ ମିଳିବ ପ୍ରଥମ କିସ୍ତିର ଶେଷ ସୁଭଦ୍ରା ଟଙ୍କା

Banajyotshna Ray
Browse all articles by Banajyotshna Ray
·1 year ago
ମାର୍ଚ୍ଚ ୭ରେ ମିଳିବ ପ୍ରଥମ କିସ୍ତିର ଶେଷ ସୁଭଦ୍ରା ଟଙ୍କା

ଅର୍ଗସ ବ୍ୟୁରୋ:  ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା । ମାର୍ଚ୍ଚ ୭ ରେ ମିଳିବ ପ୍ରଥମ କିସ୍ତି ର ଶେଷ ସୁଭଦ୍ରା ଟଙ୍କା।ମାର୍ଚ୍ଚ ୮ ରୁ ଦ୍ଵିତୀୟ କିସ୍ତି ମିଳିବ। ୨ ଲକ୍ଷ ୬୭ ଙ୍କ ଭୁଲ୍ ହୋଇଥିଲା। ତାର ରିଭିୟୁ ଚାଲିଚି। ୨୨% କାମ ସରିଛି। ଫିଜିକାଲ୍ ଭେରିଫିକେଶନ ପରେ ସେମାନେ ସୁବିଧା ପାଇବେ। ସୁଭଦ୍ରା ଯୋଜନାରେ ବ୍ୟାଙ୍କ୍ ସମ୍ମୁଖରେ ପ୍ରବଳ ଭିଡ ରହୁଚି। ବ୍ୟାଙ୍କରେ ଅଯଥା ଭିଡ ନକରିବାକୁ କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ।ପରିଡ଼ା। ହିତାଧିକାରୀ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଯାହାର ଆଧାର୍କାର୍ଡ ରାସନ୍ କାର୍ଡ ରେ ମ୍ୟାଚ୍ ନାହିଁ। ବ୍ୟାଙ୍କ ରେ ଆଧାର ଲିଙ୍କ ହେଲେ ପାଇଯିବେ। ରେଜିଷ୍ଟସନ୍ କଲେ ଫେବୃଆରୀ ରେ ମଧ୍ୟ ମିଳିବ ଟଙ୍କା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: