Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘଉଡ଼ାଇବା ବେଳେ ରେଞ୍ଜରଙ୍କୁ ଆକ୍ରମଣ କଲା ଦନ୍ତା 

Odisha

ଘଉଡ଼ାଇବା ବେଳେ ରେଞ୍ଜରଙ୍କୁ ଆକ୍ରମଣ କଲା ଦନ୍ତା 

Manini Pattanayak
Browse all articles by Manini Pattanayak
·2 years ago
ଘଉଡ଼ାଇବା ବେଳେ ରେଞ୍ଜରଙ୍କୁ ଆକ୍ରମଣ କଲା ଦନ୍ତା 

କଳାହାଣ୍ଡି:  ହାତୀ ଆକ୍ରମଣରେ ଚାଲିଗଲା ରେଞ୍ଜରଙ୍କ ଜୀବନ । ନର୍ଲା ରେଞ୍ଜର ପ୍ରଶାନ୍ତ ପାଲଙ୍କ ମୃତ୍ୟୁ ହୋଇଛି । ନର୍ଲା ବନାଞ୍ଚଳ ପାର୍ଶ୍ଵବର୍ତ୍ତୀ ଗାଁ ଗୁଡ଼ିକରେ ହାତୀ ଉପଦ୍ରବ କଥା ଶୁଣି ରେଞ୍ଜର ଘଟଣାସ୍ଥଳକୁ ଯାଇଥିଲେ ।

ହାତୀ ଘଉଡ଼ାଇବା ବେଳେ ରେଞ୍ଜରଙ୍କୁ ଆକ୍ରମଣ କରିଥିଲା ହାତୀ । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The life of the ranger was lost in the elephant attack. Norla ranger Prashant Pal has passed away | Argus News