Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୦ରୁ ୨୨ ଆସନ ପାଇଁ ଘୋଷଣା ହେବ ବିଜେପି ପ୍ରାର୍ଥୀ

Banajyotshna Ray
Browse all articles by Banajyotshna Ray
·2 years ago
୨୦ରୁ ୨୨ ଆସନ ପାଇଁ ଘୋଷଣା ହେବ ବିଜେପି ପ୍ରାର୍ଥୀ

ଅର୍ଗସ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁ ଦଳ ନିଜ ନିଜ ଏଜେଣ୍ଟା ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି। ଏହାରି ଭିତରେ ଆଜି ଆସିପାରେ ବିଜେପିର ପ୍ରାର୍ଥୀ ତାଲିକା। 20ରୁ 22 ଆସନ ପାଇଁ ଘୋଷଣା ହେବ ପ୍ରାର୍ଥୀ । ରାଉରକେଲା ଗସ୍ତ ଅବସରରେ bjp ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ସୂଚନା। ସୁନ୍ଦରଗଡର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ଜିତିବେ ବୋଲି ତୋମାରଙ୍କ ଦମ୍ଭୋକ୍ତି । ଲୋକେ ସତର୍କ ହେଲେଣି, ସବୁ ସତ ଜାଣିଲେଣି। ତେବେ ଚଳିତ ନିର୍ବାଚନ ପାଇଁ ଏବେଠୁ ସବୁଠି ଦେଖିବାକୁ ମିଳିଲାଣି ନିର୍ବାଚନୀ ମାହୋଲ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The list of candidates of BJP may come today | Argus News