Videos
|
Odisha

ବଡ ଅଘଟଣକୁ ଟଳେଇ ଦେଲେ ଦେଲେ ମହାପ୍ରଭୁ

Banajyotshna Ray
Browse all articles by Banajyotshna Ray
·2 years ago
ବଡ ଅଘଟଣକୁ ଟଳେଇ ଦେଲେ ଦେଲେ ମହାପ୍ରଭୁ

ଅର୍ଗସ ବ୍ୟୁରୋ:  ବଞ୍ଚେଇ ଦେଲେ ମହାପ୍ରଭୁ ।ଆଜି ସୁନାବେଶରେ ମହାପ୍ରଭୁ ଦର୍ଶନ ଦେଉଥିବା ବେଳେ ଘଟିଥିଲା ଅଘଟଣ।କାକୁଡି ଖାଇ ଛକ ଠାରେ ରହିଥିବା ଏକ ଆମ୍ବୁଲାନ୍ସରେ ସର୍ଟ ହୋଇ ଧୁଆଁ ବାହାରିଥିଲା । ନିମିଷ କେ ସମସ୍ତଙ୍କୁ ଲାଗିଥିଲା ଯେ କିଛି ବି ଅଘଟଣ ହୋଇପାରେ। ଆଇନ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ସେତିକି ବେଳେ ଦର୍ଶନ ସାନିଧ୍ୟ ନେଉଥିଲେ ।ମାତ୍ର କିଛି ସମୟ ଭିତରେ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗ। ଅଳ୍ପକେ ଟଳିଥିଲା ବିପଦ। ବଡ ଅଘଟଣକୁ ମହାପ୍ରଭୁ ଟଳେଇ ଦେବା ସହ ଅନେକ ଜୀବନ ବଞ୍ଚାଇ ଦେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Lord jagannath gave away the big accident | Argus News