Videos
|
Odisha

ଯୁବତୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲା ପ୍ରେମିକ

Swayangprajna Mishra
Browse all articles by Swayangprajna Mishra
·1 year ago
ଯୁବତୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲା ପ୍ରେମିକ

ଅର୍ଗସ ବ୍ୟୁରୋ : ପ୍ରତିହିଂସା ପରାୟଣ ହୋଇ ଯୁବତୀକୁ ହତ୍ୟା କରି ବ୍ରାହ୍ମଣୀ ନଦୀକୁ ଫିଙ୍ଗିଲା ପ୍ରେମିକା । ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରୁ ଫେରି ହତ୍ୟାକାଣ୍ଡ ଭିଆଇଲା ଯୁବକ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅଞ୍ଚଳରେ ନାବାଳିକା ସହ ହୋଇଥିଲା ଦୁଷ୍କର୍ମ ମାମଲା।  ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଯାଇଥିଲା ଜେଲ । ଜେଲରୁ ଜାମିନ ରେ ମୁକୁଳିବା ପରେ ଯୁବତୀ ଝାରସୁଗୁଡାରେ ସଂପର୍କୀୟଙ୍କ ଘରେ ରହୁଥିଲା।

ଅଧିକ ପଢନ୍ତୁ : ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ପ୍ରେମିକ

ଦୁଇଦିନ ତଳେ ଯୁବତୀ ନିଖୋଜ ସଂପର୍କରେ ଝାରସୁଗୁଡା ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ କରିଅଭିଯୁକ୍ତ କୁ ଝାରସୁଗୁଡ଼ା ପୋଲିସ ଧରିବା ପରେ ମାରି ବ୍ରାହ୍ମଣୀ ରେ ଫିଙ୍ଗି ଥିବାର କରିଥିଲା ସ୍ବୀକାର କରିଛି । ପରେ ପୋଲିସ ଆରମ୍ଭ କରିଛି ରେସ୍କୁ ଅପରେସନ । ବ୍ରାହ୍ମଣୀ ରେ ଖୋଜୁଛି ଓଡରାଫ ଟିମ୍ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: