Videos
|
Odisha

ପାଇକମାଳ ଜଙ୍ଗଲରୁ ଜବତ ମାଓ ସାମଗ୍ରୀରେ ଥିବା ଖାତାରେ ରହିଛି ନବଙ୍କ କାହାଣୀ...

Banajyotshna Ray
Browse all articles by Banajyotshna Ray
·2 years ago
ପାଇକମାଳ ଜଙ୍ଗଲରୁ ଜବତ ମାଓ ସାମଗ୍ରୀରେ ଥିବା ଖାତାରେ ରହିଛି ନବଙ୍କ କାହାଣୀ...

ଅର୍ଗସ ବ୍ୟୁରୋ: ମାଓବାଦୀ ପଢୁଛନ୍ତି ନବଦାସ ହତ୍ୟା କାହାଣୀ। ପାଇକମାଳ ଜଙ୍ଗଲରୁ ଜବତ ମାଓ ସାମଗ୍ରିରେ ଥିବା ଖାତାରେ ରହିଛି ଝାରସୁଗଡ଼ା ପୂର୍ବତନ ବିଧାୟକ ନବ ଦାସଙ୍କ ହତ୍ୟା ସମ୍ପର୍କିତ ମାଓବାଦୀଙ୍କ ହାତ ଲେଖା। ଯାହାକୁ ନେଇ ସାଧାରଣରେ ଜୋର ଧରିଛି ଚର୍ଚ୍ଚା। ତେବେ ଏହି ଘଟଣାରୁ ମାଓବାଦୀ ନବଦାସ ହତ୍ୟାର ଟିକିନିକି ତଥ୍ୟ ରଖୁଥିବା ଅନୁମାନ କରାଯାଉଛି। ତେବେ ଜଙ୍ଗଲରେ ମାଓବାଦୀ ଲେଖାପଢ଼ା ଶିଖୁଥିବାର ମଧ୍ୟ ପ୍ରମାଣ ସାମ୍ନାକୁ ଆସିଛି। ମାଓବାଦୀଙ୍କଠୁ ଜବତ ଖାତା ବହିରେ ସେମାନେ ଓଡ଼ିଆ ସମେତ ହିନ୍ଦୀ ଶିକ୍ଷା କରୁଥିବାର ପ୍ରମାଣ ମିଳିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Maoists are reading the story of Naba Das murder | Argus News