Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଅର୍ଗସ ବ୍ୟୁରୋ:  ଆସନ୍ତା ଫେବୃଆରୀ ୨୧ ରୁ ଆରମ୍ଭ ହେବ ୨୦୨୫ ବର୍ଷ ପାଇଁ ମ୍ୟାଟ୍ରିକ ପରୀକ୍ଷା। ଫେବୃଆରୀ ୨୧ ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା। ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହି ସୂଚୀ। ପ୍ରତ୍ୟେକ ଦିନ ଗୋଟିଏ ସିଟିଂରେ ହେବ ପରୀକ୍ଷା। ସକାଳ ୯ ଟା ରୁ ଆରମ୍ଭ ହୋଇ ସକାଳ ୧୧.୩୦ ମିନିଟରେ ଶେଷ ହେବ ପରୀକ୍ଷା। କେବଳ ଗଣିତ ପରୀକ୍ଷା ସକାଳ ୧୧.୪୫ ମିନିଟ ସମୟରେ ଶେଷ ହେବ। ୨୧-୦୨-୨୫- ପ୍ରଥମ ଭାଷା, ୨୪-୦୨-୨୫- ଦ୍ଵିତୀୟ ଭାଷା, ୨୫-୦୨-୨୫- TLV ପ୍ରାକ୍ଟିକାଲ, ୨୭-୦୨-୨୫- ଗଣିତ, ୦୧-୦୩-୨୫- ବିଜ୍ଞାନ, ୦୩-୦୩-୨୫- ସାମାଜିକ ବିଜ୍ଞାନ, ୦୬-୦୩-୨୫- ତୃତୀୟ ଭାଷା ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The matric examination will start from February 21 | Argus News