Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ସୂଚନା ଦେଲେ ବୋର୍ଡ ସଭାପତି

Odisha

୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ସୂଚନା ଦେଲେ ବୋର୍ଡ ସଭାପତି

Banajyotshna Ray
Browse all articles by Banajyotshna Ray
·2 years ago
୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ସୂଚନା ଦେଲେ ବୋର୍ଡ ସଭାପତି

ଅର୍ଗସ ବ୍ୟୁରୋ:  ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ପ୍ରେସମିଟ୍‌ କରି ସୂଚନା ଦେଲେ ବୋର୍ଡ ସଭାପତି। ସକାଳ ୧୦ଟା ୩୦ରେ ପ୍ରକାଶ ପାଇବ ରେଜଲ୍ଟ।
ଅପରାହ୍ନରେ ପିଲାଙ୍କୁ ଡିଜିଟାଲ ସାର୍ଟିଫିକେଟ ମିଳିବା ନେଇ ସୂଚନା। ୧୧ଟା ୩୦ ସୁଦ୍ଧା ଓ୍ୱେବସାଇଟରେ ରେଜଲ୍ଟ ମିଳିବ। 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The matric result will be published on 26 | Argus News