Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ତାତିରୁ ମିଳିପାରେ ଆଶ୍ବସ୍ତି, ଏହି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ତାତିରୁ ମିଳିପାରେ ଆଶ୍ବସ୍ତି, ଏହି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଅର୍ଗସ ବ୍ୟୁରୋ : କଲବଲ କରୁଛି ତାତି । ସକାଳୁ ବାହାରିବା ମାତ୍ରେ ଖରାର ଉତ୍ତାପ ଜାଳିପୋଡି ଦେଉଛି । ସକାଳ ୮ରୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଆଜି ସକାଳ ୮ଟା ୩୦ ସୁଦ୍ଧା ଭଦ୍ରକରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ବର 35.4, ଫୁଲବାଣୀରେ 34.6, ଭୁବନେଶ୍ବରରେ 34.4 ଓ କଟକରେ 34.2 ଡିଗ୍ରୀ ତାପମାତ୍ରା ରେକର୍ଡ ।

ଅଧିକ ପଢନ୍ତୁ : 44.6 ଡିଗ୍ରୀ ସେଲସିୟସ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ସେହିପରି କେନ୍ଦୁଝରରେ  34, ବାରିପଦାରେ 34, କେନ୍ଦ୍ରାପଡ଼ାରେ 33.4 ଛୁଇଁଛି ପାରଦ । ଆଜି ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସହ ଦିନ ତାପମାତ୍ରାରେ ବିଭିନ୍ନ ସ୍ଥାନରେ 2 ରୁ 3 ଡ଼ିଗ୍ରୀ ଯାଏଁ ହ୍ରାସ ସମ୍ଭାବନା  ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The maximum temperature of 35.6 degrees has been recorded in Bhadrak as of 8:30 am today | Argus News