Videos
|
Odisha

ଆରମ୍ଭ ହେଲା ବିଜେପି ପଦାଧିକାରୀ ବୈଠକ

Swayangprajna Mishra
Browse all articles by Swayangprajna Mishra
·2 years ago
ଆରମ୍ଭ ହେଲା ବିଜେପି ପଦାଧିକାରୀ ବୈଠକ

ଅର୍ଗସ ବ୍ୟୁରୋ : ଆରମ୍ଭ ହେଲା ବିଜେପି ପଦାଧିକାରୀ ବୈଠକ । ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବସିଛି ପଦାଧିକାରୀ ବୈଠକ । ଏହି ବୈଠକରେ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସମସ୍ତ ମୋର୍ଚ୍ଚାର ସଭାପତି ଉପସ୍ଥିତ ଅଛନ୍ତି ।

ଅଧିକ ପଢନ୍ତୁ : 

କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସ୍ତାବ ଗୁଡ଼ିକୁ ଉପରେ ପଦାଧିକାରୀ ବୈଠକରେ ବାଜିବ ମୋହର । ପଦାଧିକାରୀ ବୈଠକ ପରେ ବସିବ କାର୍ଯ୍ୟକାରିଣୀ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କାର୍ଯ୍ୟକାରିଣୀକୁ ଉଦ୍ଘାଟନ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The meeting of BJP officials started | Argus News