Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟର ବିଭିନ୍ନ ଜାତୀୟ ରାଜନୈତିକ ଦଳ ସହ  ଓ୍ୱାନ ଟୁ ଓ୍ୱାନ ଆଲୋଚନା

Banajyotshna Ray
Browse all articles by Banajyotshna Ray
·2 years ago
ରାଜ୍ୟର ବିଭିନ୍ନ ଜାତୀୟ ରାଜନୈତିକ ଦଳ ସହ  ଓ୍ୱାନ ଟୁ ଓ୍ୱାନ ଆଲୋଚନା

ଅର୍ଗସ ବ୍ୟୁରୋ: ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହ ନିର୍ବାଚନ କମିଶନରଙ୍କ ବୈଠକ ଶେଷ ହୋଇଛି ।ରାଜ୍ୟର ବିଭିନ୍ନ ଜାତୀୟ ରାଜନୈତିକ ଦଳ ଓ ଆଂଚଳିକ ରାଜନୈତିକ ଦଳ ମାନଙ୍କ ସହ  ଓ୍ହାନ ଟୁ ଓ୍ହାନ ଆଲୋଚନା କରିଛନ୍ତି ଜାତୀୟ ନିର୍ବାଚନ ଆୟୋଗ । ମୁକ୍ତ, ଅବାଧ ନିର୍ବାଚନ ନେଇ ବୈଠକରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହଯୋଗ ଲୋଡିଛନ୍ତି କମିଶନର ।

ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ନିର୍ବାଚନ ବେଳେ ରାଜ୍ୟରେ ସରକାରୀ କଳର ଅପବ୍ୟବହାର ରୋକିବା , କଳା ଟଙ୍କା ବ୍ୟବହାରକୁ ରୋକିବା । ଏନେଇ କମିଶନରଙ୍କୁ ଜଣାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।  ସେପଟେ ବିଜେଡି କହିଛି ନିର୍ବାଚନ ବେଳେ ଶାସକ ଦଳର କଥାକୁ ବି ଶୁଣାଯାଉ । ଏହାପରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ବୈଠକ କରିବେ ମୁଖ୍ୟ ନର୍ବାଚନ କମିଶନର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The meeting of the Election Commissioner is over | Argus News