Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

Manini Pattanayak
Browse all articles by Manini Pattanayak
·2 years ago
ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ରତ୍ନଭଣ୍ଡାର କମିଟି ବୈଠକ । ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ କାଲି ବସିବ 16 ଜଣିଆ ରତ୍ନଭଣ୍ଡାର କମିଟି `ଅର୍ଗସ୍ ନ୍ୟୁଜ୍‌'କୁ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା । କହିଲେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହି ଗୁରୁଦାୟିତ୍ଵ ମିଳିଲା । ମହାପ୍ରଭୁଙ୍କ ମକଦ୍ଦମା ବିନା ପାରିଶ୍ରମିକରେ ଲଢୁଥିଲି' ।

ଏବେ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଦାୟିତ୍ଵ ମିଳିଛି । `48 ବର୍ଷ ପରେ ରତ୍ନଭଣ୍ଡାର ଖୋଲିବ, ସମସ୍ୟା ଜଟିଳ ଥିବ' । `ଆଶା ରତ୍ନଭଣ୍ଡାରର କୌଣସି କ୍ଷତି ହୋଇନଥାଉ' । `16 ଜଣିଆ କମିଟିରେ ଅଭିଜ୍ଞ ସଦସ୍ୟ ଅଛନ୍ତି' । ସବୁ ଦିଗରୁ ତର୍ଜମା କରି ନିଷ୍ପତ୍ତି ନେବୁ କହିଲେ ଜଷ୍ଟିସ୍ ରଥ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 16 member new committee, The meeting will be chaired by Justice Biswanath Rath | Argus News